🟢 ବ୍ରେକିଂ ନ୍ୟୁଜ

ଆଜିବି ପକା ହୋଇପାରିନି ଘଣ୍ଟିଗୁଡା ଗାଁ ରାସ୍ତା।

 


ଜୟପାଟଣା ଏହି ବ୍ଲକ ଆଜି ବି ଏପରି ଗାଁ ରହିଛି କାଦୁଅ ରେ ଲୋକେ ଘରକୁ ଯିବାକୁ ପଡ଼େ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଜୟପାଟଣା ବ୍ଲକ ଅନ୍ତର୍ଗତ ଉଚ୍ଛୁଳା ପଞ୍ଚାୟତ ଘଣ୍ଟିଗୁଡା ଗାଁ ଗୌନ୍ତିଆପଡା ରେ। ବିଡ଼ିଓ ଙ୍କୁ ସ୍ୱାମୀ ବିବେକାନନ୍ଦ ଯୁବକ ସଂଘ ଙ୍କ ପକ୍ଷରୁ ଏକ ଥର ଦରଖାସ୍ତ ଆହ୍ବାନ ସତ୍ବେ ମଧ୍ୟ ହୋଇପାରୁନି ଗାଁ ରାସ୍ତା କାଦୁଅ ରେ ଯିବାକୁ ପଡେ। ସୂଚନା ଅନୁଯାୟୀ ପୂର୍ବ ରୁ ଏହି ରାସ୍ତା ଟି କୁ ମଧ୍ୟ ସରପଞ୍ଚ ଙ୍କୁ ଦରଖାସ୍ତ ମଧ୍ୟ ଦିଆଯାଥିଲା । ମାତ୍ର ସେଇ ସରପଞ୍ଚ କିଛି ଦିନ ପରେ ୨୦ ରୁ ୪୦ ଟ୍ରିପ ମରୁମ ଦେବାର ବେବସ୍ତା କରିବି କହିଥିଲେ ସ୍ୱାମୀ  ବିବେକାନନ୍ଦ ଯୁବକ ସଂଘ ଙ୍କୁ କିନ୍ତୁ ସେଇ କଥା ସୀମିତ ମାତ୍ର ରହିଗଗଲା । ଏହାକୁ ନେଇ କିପରି ରାସ୍ତା ଟିଏ ହେବ ପ୍ରଶାସନ ହସ୍ତକ୍ଷେପ କଲେ ହୋଇପାରିବ ବୋଲି ଗାଁ ଲୋକେ ଓ ସ୍ୱାମୀ  ବିବେକାନନ୍ଦ ଯୁବକ ସଂଘ ମତ ପ୍ରକାଶ କରିଛନ୍ତି।

Previous Post Next Post
Magspot Blogger Template

نموذج الاتصال